Jump to content

ତାଟିଖଟାଇବା

ଉଇକିଅଭିଧାନ‌ରୁ

ତାଟିଖଟାଇବା

ଉଚ୍ଚାରଣ

[ସମ୍ପାଦନା]

(ବାଡ଼ିକାଟି ଖଟାଇବା—ଅନ୍ୟରୂପ)

=== ଦେଶଜ - କ୍ରି.

୧. (ତାଟି ଖଟିବାର ଣିଜିନ୍ତ)— ଅନ୍ୟଲୋକକୁ ଅତି ହେୟ ପାଇଖାନା ସଫା କରିବା କାର୍ଯ୍ୟରେ ଲଗାଇବା —୧. To engage or cause a person to cleanse one's latrine (i.e. to do the most menial work)
୨. ତାଟିକୁ କୀଳାଦ୍ୱାରା ବାନ୍ଧି ଘରକୁ ବନ୍ଦ କରିବା —୨. To shut upthe Tāṭi door by fastening the bar.