ତାଟିଦେବା
ତାଟି କୀଳିବା, ତାଟି ଖଟାଇବା, ତାଟି ପକାଇବାଅନ୍ୟରୂପ
ତାଟିକୁ ବନ୍ଦ କରି ଦ୍ୱାରରୁଦ୍ଧ କରିବା — To close an entrance by shutting the bamboo screen thereof; to fasten the Tāṭi used as a door.