ତାଟି କବାଟ ପଡ଼ିଯିବା
ଦେଖଣା
ତାଟି କବାଟ ପଡ଼ିଯିବା
ଉଚ୍ଚାରଣ
[ସମ୍ପାଦନା](ତାଟି କଣ୍ଟା ପଡ଼ିଯିବା—ଅନ୍ୟରୂପ)
=== ଦେଶଜ - ବିଶେଷ୍ୟ -
ଗ୍ରାମରେ ଓଲାଉଠା, ମହାମାରୀ, ବସନ୍ତ ଆଦି କୌଣସି ମାରାତ୍ମକ ଭୟ ଉପସ୍ଥିତ ହେବା ସମୟରେ ସନ୍ଧ୍ୟାବେଳକୁ ଗ୍ରାମରେ ଲୋକେ ସେମାନଙ୍କ ଦାଣ୍ଡ ଦୁଆରମାନ ବିକି ଦେଇ ଘର ଭିତରେ ରହିବା; ସନ୍ଧ୍ୟା ପରେ ଗ୍ରାମ ନିସ୍ତବ୍ଧ ହେବା — (a phrase) The doors of all the villagers being closed after nightfall in times of terrible visitations (e.g. cholera, plague, small pox); the state of the whole village becoming still and silent after night- fall during times of great calamities; when villageras do not stir out and shut themselves inside their house through fear.
(ଯଥା— ହଇଜା ଲାଗିବା ଦିନରୁ ବେଳ ନ ବୁଡ଼ୁଣୁ ସେ ଗାଆଁରେ ତାଟି କବାଟ ପଡ଼ିଯାଉଛି)