ତାଟି ଗାଡ଼ି
(ତାଟଗାଡ଼ି; ତାଟି ସଗଡ଼—ଅନ୍ୟରୂପ)
ଛପର ଗାଡ଼ି; ଯେଉଁ ଗାଡ଼ିର ଉପର ଭାଗ ତାଟିଦ୍ୱାରା ଆଛାଦିତ ହୋଇଥାଏ —A cart with a thatched cover.