ତାଟୁଆ
ଦେଖଣା
ତାଟୁଆ
ଉଚ୍ଚାରଣ
[ସମ୍ପାଦନା](ତାଟୋଈ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ଯେଉଁ ଭୃତ୍ୟ ତାଟ ବା ଚାଙ୍ଗଡ଼ାରେ ସଜ୍ଜିତ ଉପଢୌକନ ବା ଜିନିସ ବହନକରେ — ୧. A servant who carries presents set in trays.
- ୨. ରାଜା ବା ଦେବତାଙ୍କର ଯେଉଁ ସେବକ ଭୋଗ ଲାଗିବା ପାଇଁ ଅନଉଳି ପବା ଶୀତଳ ସାମଗ୍ରୀମାନ (ଯଥା—ଛତୁଆ ଖଇ, ପିଠା ଇତ୍ୟାଦି) ତାଟରେ ସଜାଇ ନେଇ ପୂଜକ ଜିମା ଦିଏ) —୨. A servant whose duty is to make over the tray containing the sweets to the priest for being offered to a Deity.