Jump to content

ତାଡ଼

ଉଇକିଅଭିଧାନ‌ରୁ

ତାଡ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଡ୍ ଧାତୁ=ଦୁଃଖ ଦେବା;ଆଘାତ କରିବା+ଅ)

[ସମ୍ପାଦନା]
୧. (+ଭାବ.ଅ) ତାଡ଼ନ (ଦେଖ) - ୧. Tāṟḍ̠ana (See)
୨. ଶବ୍ଦ; ଧ୍ୱନି (ହିନ୍ଦୀ - ଶବ୍ଦସାଗର) —୨. Sound.
୩. ତୃଣାଦିର ମୁଷ୍ଟିପରିମେୟ ଗୁଛ; ବେକା — ୩. A handful of grass; a sheaf.
୪. ବାହୁରେ ପିନ୍ଧା ଯିବା ବଳୟାକୃତି ଅଳଙ୍କାର ବିଶେଷ (ହିନ୍ଦୀ - ଶବ୍ଦସାଗର) —୪. Armlet.

[ଦ୍ରଷ୍ଟବ୍ୟ — ହିନ୍ଦୀ - ଶବ୍ଦସାଗର ଏହାକତୁ ସଂସ୍କୃତ ଶବ୍ଦ ବୋଲି ଲେଖି ଅଛନ୍ତି ଯୋଗୋଶ୍ଚନ୍ଦ୍ର ଏହାକୁସଂସ୍କୃତ - ତାଟଙ୍କର ଅପଭ୍ରଂଶ ବୋଲି କହନ୍ତି ଆପ୍ତେ ସଂସ୍କୃତ ତାଡ଼ଶବ୍ଦର ଏ ଅର୍ଥ ଦେଇ ନାହାନ୍ତି (ବଙ୍ଗାଳୀ - ତାଡ଼, ତାଡ଼ବାଲା; ହି ଟାଡ଼ ମନିଅର୍ ବିଶେଷ୍ୟ - ଲିଆନ୍ସ ତାଡ଼ୀ ଶବ୍ଦର ଅର୍ଥ ଅଳଙ୍କକାରବିଶେଷ ଲେଖି ଅଛନ୍ତି]


ଅନୁବାଦ

[ସମ୍ପାଦନା]
୫. ପର୍ବତ —୫. Mountain.
୬. ହେନ୍ତାଳ (ଗଛ) (ଦେଖ) - (ଜ୍ଞାନେନ୍ଦ୍ର) — ୬. Hentāḻa (See)
୭. ତମାଳ (ଗଛ) (ଦେଖ) - (ଜ୍ଞାନେନ୍ଦ୍ର) — ୭. Tamāḻa (See)
୮. ଏକପ୍ରକାର ତାଳ ଗଛ (ପ୍ରକୃତିବାଦ) — ୮. A kind of plam tree.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଡ଼୍ ଧାତୁ)

[ସମ୍ପାଦନା]
୧. ମଞ୍ଜ ଗଜା ହେଲା ପରେ ଯେଉଁ ଛୋଟ ଚାରାମାନଙ୍କୁ ଏକ ସ୍ଥାନରୁ ତାଡ଼ି ନେଇ ଅନ୍ୟତ୍ର ଲଗାଯାଏ; କଲମି କରା ଯାଇଥିବା ଛୋଟ ଗଛ; ଚାରା —୧. Seeding for transplantation or graft.
୨. ଯେଉଁ ମାଟି ହାଣ୍ଡିରେ ଚାରା ଉଠିବା ପାଇଁ ମଞ୍ଜି ଲଗା ଯାଏ; ତେଲୁଣୀ; ପଲମ — ୨. A shallow earthen pan in which seeds are sown for transplantation purpose.
୩. ନଉତିଠାରୁ ଛୋଟ ଓ ଆଟକାଠାରୁ ବହଡ଼ ହାଣ୍ଡି; ତାଡ଼ିୟା — ୩. A medium-sized earthen pot.
୪. ଶଗଡ଼ ବା ହଳରେ ଲାଗିଥିବା ୨ଟି ବଳଦ ପରସ୍ପର ତଡ଼ାତଡ଼ି ବା ଠେଲାଠେଲି ହେବା ଅବସ୍ଥା — ୪. The state of the bullocks yoked to a cart or plough straining at the yoke against each other.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ସଂସ୍କୃତ - ତାଳ) (ତୁଳ. ହିନ୍ଦୀ - ଏହି ଅର୍ଥରେ ଏହି ଶବ୍ଦ)

[ସମ୍ପାଦନା]

ତାଳ —Palmyra tree.