Jump to content

ତାଡ଼କା

ଉଇକିଅଭିଧାନ‌ରୁ

ତାଡ଼କା

ଉଚ୍ଚାରଣ

[ସମ୍ପାଦନା]

ତାଡ଼କାସୂରୀ, ତାଟକା, ତାଟକୀ, ତଟକିକା, ତାଡ଼କୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତାଡ଼ି ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଆ)

[ସମ୍ପାଦନା]

ରାମାୟଣବର୍ଣ୍ଣିତ ଏକ ରାକ୍ଷସୀ, ଯାହାକୁ ରାମଚନ୍ଦ୍ର ପ୍ରଥମେ ବିଶ୍ୱାମିତ୍ରଙ୍କ ଯାଗଭୂମିରେ ବଧ କରିଥିଲେ —The name of a demoness described in the Rāmāyaṇa who was killed by Rāma in the sacrificial area of sage Biṡwāmitra.

[ଦ୍ରଷ୍ଟବ୍ୟ —ଏ ସୁକେତୁ ନାମକ ଯକ୍ଷର କନ୍ୟା ଓ ସୁନ୍ଦର ପତ୍ନୀ ସୁକେତୁ ତପସ୍ୟାଦ୍ୱାରା ବ୍ରହ୍ମାଙ୍କଠାରୁ ବର ଲାଭ କରି ସେହି ରବର ଫଳରେ ଏ କନ୍ୟାକୁ ପାଇଥିଲେ ଏହାଠାରେ ସହସ୍ର ହସ୍ତୀଙ୍କ ବଳ ଥିଲା ଅଗସ୍ତ୍ୟ ଋଷି କ୍ରୂଦ୍ଧ ହୋଇ ସୁନ୍ଦକୁ ମାରି ପକାଇବକୁ ତାଡ଼କା ଅଗସ୍ତୀଙ୍କୁ ଖାଇବାକୁ ଗୋଡ଼ାଇଲା ଅଗସ୍ତ୍ୟଙ୍କ ଅଭିଶାପରେ ଏ ଓ ଏହାର ପୁତ୍ର ମାରିଚ ରାକ୍ଷାସତ୍ୱ ପ୍ରାପ୍ତ ହେଲେ ସେହି ଦିନ ଠାରୁ ଏ ଦୁହେଁ ଅଗସ୍ତ୍ୟଙ୍କ ତପୋବନକୁ ନାଶ କରି ସେ ଅଞ୍ଚଳ ପ୍ରାଣିଶୂନ୍ୟ କଲେ ବିଶ୍ୱାମିତ୍ର ଏ ସମାଚାର ଦଶରଥଙ୍କୁ ଜଣାଇ ରାମଚନ୍ଦ୍ରଙ୍କୁ ସଙ୍ଗେ ଆଣି ତାଡ଼କାକୁ ବଧ କରାଇଲେ ଓ ତାଡ଼କା ରାକ୍ଷାସକୁ ମୁକ୍ତି ଲାଭ କଲା]