Jump to content

ତାଡ଼ଙ୍କ

ଉଇକିଅଭିଧାନ‌ରୁ

ତାଡ଼ଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଟ୍ ଧାତୁ=ଦୀପ୍ତ ପାଇବା+କର୍ତ୍ତୃବାଚ୍ୟେ, ଅଙ୍କ; ଯାହା ଶରୀରରେ ଦୀପ୍ତି ପାଏ)

[ସମ୍ପାଦନା]
୧. ତାଟଙ୍କ; କର୍ଣ୍ଣ ===


ଅନୁବାଦ

[ସମ୍ପାଦନା]

ଭୂଷଣ; କାନତଡ଼କା —୧. A kind of flat-shaped earring.

୨. ତାଡ଼; ବାହୁବଳୟ —୨. Armlet.