Jump to content

ତାଡ଼ଣ

ଉଇକିଅଭିଧାନ‌ରୁ

ତାଡ଼ଣ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ତାଡ଼ନ)

[ସମ୍ପାଦନା]
୧. ତାଡ଼ନ — ୧. Act of punshing or rebuking.
୨. ସାବଳ; ଶସ୍ତ୍ରବିଶେଷ; ଯାହାଦ୍ୱାରା ବୃକ୍ଷ ଆଦି ତଡ଼ାଯାଏ — ୨. A crowbar.
୩. ତାଡ଼ିବା —. Act of uprooting.