ତାଡ଼ନା
ଦେଖଣା
ତାଡ଼ନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.—(ତାଡ଼ନା+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଊର୍ତ୍ସନା; ଗାଳି — ୧. Rebuke; reproof; reprimand.
- ୨. ପ୍ରହାର —୨. Striking; beating; chastisement.
- ୩. ଅତ୍ପୀଡ଼ନ —୩. Oppression.
- ୪. ଶାସନ —୪. Rule; sway; discipline.
- ୫. ହାବୁକା; ପେଲା; ତଡ଼ା; ଧକ୍କା — ୫. Driving; push; urging forward.
- ୬. ବୟପ୍ରଦର୍ଶନ —୬. Threat.