ତାଡ଼ନୀ
=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.—(ତାଡ଼୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ)+
ଚାବୁକ; ଛାଟ; କଶା; କୋରଡ଼ା —Whip.