Jump to content

ତାଡ଼ପା

ଉଇକିଅଭିଧାନ‌ରୁ

ତାଡ଼ପା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତାଡ଼ପି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଡ଼୍ ଧାତୁ=ଆଘାତ)

[ସମ୍ପାଦନା]

ତଡ଼କା; କାନଅତଡ଼ା; ବହୁକ୍ଷଣ ଉଚ୍ଚଶବ୍ଦ ଶୁଣିବାଦ୍ୱାରା କର୍ଣର ସ୍ତବ୍ଧ ହେବା ଅବସ୍ଥା —Dinned or stunned condition of the ears (by loud sounds)