ତାଡ଼ାତାଡ଼ି
ଦେଖଣା
ତାଡ଼ାତାଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତାଡ଼ାତାଡ଼ି
|
ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ତ୍ୱରା; ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]ତଡ଼ବଡ଼ି; ଅତିଶୀଘ୍ର; ଅବିଳମ୍ୱେ; ଶୀଘ୍ର ଶୀଘ୍ର — Hurriedly; helter-skelter; in hot haste; hastily; in a confused hurry.