ତାଡ଼ିଆ
ଦେଖଣା
ତାଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମଧ୍ୟ ଭଳିଆ ହାଣ୍ଡି — ୧. Medium-sized cooking pot.
- ୨. ଜଗନ୍ନାଥଙ୍କର ଛେନା ଦିଆ ଅମାଲୁ ବା ପିଠାଭୋଗ; ଛେନା ତାଡ଼ିଆ —୨. A sweetmeat offered to the Deity Jagannath at Puri.
- ୩. ବଡ଼ ପଲମ —୩. Big earthen pan.
ଦେଶଜ - ବିଶେଷଣ -
[ସମ୍ପାଦନା]ତାଡ଼ିଅଲ୍ (ଦେଖ) - —Tārdial (See)
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଗୋରୁ ମୋହିବାପାଇଁ ବ୍ୟବହୃତ ଛୋଟ ମାଟି କୁଣ୍ଡ —୧. Earthen crater for feeding cows.
- ୨. କୁଣ୍ଡ (ସାଧାରଣ) —୨. Earthen bowl.