ତାଡ଼ିତ
ଦେଖଣା
ତାଡ଼ିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତଡ଼୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଦୂରୀକୃତ; ତଡ଼ା ହୋଇଥିବା —୧. Repulsed; driven out; expelled; turned away.
- ୨. ଠେଲା ବା ପେଲା ହୋଇଥିବା — ୨. Pushed; propelled.
- ୩. ତିରଷ୍କତ୍ର; ଭର୍ତ୍ସିତ —୩. Rebuked; chidden.
- ୪. ଦଣ୍ଡିତ —୪. Punished; chastised; persecuted.
- ୫. ପ୍ରହାରିତ —୫. Struck; whipped.
- ୬. ବିଦ୍ଧ —୬. Pierced.
- ୭. ଶାସିତ —୭. Controlled.
- ୮. ଯାହାକୁ ଧମକା ଯାଇଥାଏ —୮. Threatened.
- ୯. ଆହତ —୯. Beaten.
- ୧. ମର୍ଧିତ —୧୦. Pressed.
କୁଚ ମର୍ଧଳ ହୋଇଲା ତାଡ଼ିତ—ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି
- ୧୧. ବହିଷ୍କୃତ —୧୧. Driven away.
- ୧୨. (ତଡ଼ିତ+ସମ୍ୱଦ୍ଧାର୍ଥେ. ଅ) (ବିଜ୍ଞାନ ପରିଭାଷା) ===
- ୧୩. ବିଦ୍ୟୁତ୍ ସମ୍ୱନ୍ଧୀୟ; ବୈଦ୍ୟୁତିକ; ବିଦ୍ୟୁତ୍ଭବ; ବିଦ୍ୟୁନ୍ନୟ — ୧୩. Electric.
ସଂସ୍କୃତ - ବିଶେଷ୍ୟ - (ତଡ଼ିତ୍+ଭବର୍ଥେ, ଅ; ତଡ଼ିତ୍ରୁ ଉତ୍ପନ୍ନ (ବିଜ୍ଞାନ ପରି— ଭାଷା)
[ସମ୍ପାଦନା]ପଦାର୍ଥ ଦ୍ୱୟର ଘର୍ଷଣଦ୍ୱାରା ଉତ୍ପନ୍ନ ବୈଜ୍ଞାନିକ ଶକ୍ତି; ବିଦ୍ୟୁତ୍ ଶକ୍ତି —Electricity; electric force.
[ଦ୍ରଷ୍ଟବ୍ୟ —ତଡ଼ିତ୍ ଓ ବିଦ୍ୟୁତ୍ ଏକ ପଦାର୍ଥ ବୋଲି ବେଞ୍ଜାମିନ୍ ଫ୍ରାଙ୍କଲିନ୍ ପ୍ରମାଣିତ କରିଅଛନ୍ତି]