Jump to content

ତାଡ଼ିତ ପରିଚାଳକ

ଉଇକିଅଭିଧାନ‌ରୁ

ତାଡ଼ିତ ପରିଚାଳକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାଡ଼ିତ+ପରିଚାଳକ, ୬ଷ୍ଠୀ ତତ୍; ଆଧୁନିକ ବିଜ୍ଞାନ ପରିଭାଷା)

[ସମ୍ପାଦନା]

ଯେଉଁ ସକଳ ବସ୍ତୁଦ୍ୱାରା ତାଡ଼ିତ ଶକ୍ତି ଏକ ବସ୍ତୁର ଅନ୍ୟ ବସ୍ତୁକୁ ପରିଚାଳିତ ହୁଏ — Conductor of electricity.

(ତାଡ଼ିତ ସଞ୍ଚାଳକ—ଅନ୍ୟରୂପ)