Jump to content

ତାଡ଼ି କାଟିବା

ଉଇକିଅଭିଧାନ‌ରୁ

ତାଡ଼ି କାଟିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

ତାଡ଼ିରସ ବାହାର କରିବା ନିମନ୍ତେ ଖଜୁରି ଗଛର ବେକକୁ କାଟିବା —To scrape the neck of a date-palm tree to get toddy; to tap the date-palm tree for extracting toddy.

[ଦ୍ରଷ୍ଟବ୍ୟ —ଆମ ଦେଶରେ ଶିଖଳ ଖଜୁରି ଗଛର କନ୍ଦା ନିକଟସ୍ଥ ଅଂଶକୁ ଚାଞ୍ଛି କରି ସେଥିରୁ ତାଡ଼ୀ ବାହାର କରନ୍ତି ଓ ତାହା କାଟି ସେଥିରେ ମାଟିର ଘଡ଼ି ଝୂଲାଇବାକୁ ଗଛ ବସାଇବା କହନ୍ତି ତାଟି କାଟିବା ନିମନ୍ତେ ଉପକରଣ; ଯଥା—୧. ଦଉଡ଼ି ୨ ଖୋପା ବା ଖେଦି ୩. କଟୁରି ଘଷିବା କାଠ ୪. କଟୁରି ଘଷିବା ଚୂନା]