ତାଡ଼ି ଖୋର
ଦେଖଣା
ତାଡ଼ି ଖୋର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ଓ. ତାଡ଼ୀ+ଫାରାସୀ - ଖୋର୍=ଖାଦିକ)
[ସମ୍ପାଦନା]- ୧. ତାଡ଼ୀ ନିଶା ଖାଇବାରେ ଅଭ୍ୟସ୍ତ — ୧. Habitual drinker of today; habituated to drinking toddy.
- ୨. ମଦୁଆ —୨. Drunkard.
- ୩. ମଦୁଆଙ୍କ ପରି ଅବ୍ୟସ୍ଥିତିଚିତ୍ତ ଓ ପ୍ରଳାପୀ — ୩. Fickle-minded and prattling like a drunkard.