Jump to content

ତାଡ଼ି ହେବା

ଉଇକିଅଭିଧାନ‌ରୁ

ତାଡ଼ି ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶଗଡ଼ ବା ହଳର ଯୁଆଳିରେ ଯୋଚା ଯାଇଥିବା ବଦଳ ସିଧା ହୋଇ ନ ଚାଲି ପରସ୍ପର ପରସ୍ପରକୁ ଠେଲି ଠେଲି ଚାଲିବା — ୧. (the two bullocks of cart plough) To walk in the manner of propellling each other and not straight- forwardly.

(ଯଥା—ଏ ବଳଦ ଖାଲି ତାଡ଼ି ହେଉଛନ୍ତି)

୨. (ତାଡ଼ିବାର କର୍ମବାଚ୍ୟ ରୂପ)—ଉତ୍ପାଟିତ ହେବା — ୨. To be uprooted.

(ଯଥା—ବହୁ ପରିଶ୍ରମ କରି ସୁଦ୍ଧା ଏ ଗଛଟି ତାଡ଼ି ହେଲା ନାହିଁ)