Jump to content

ତାଡ଼ୀ

ଉଇକିଅଭିଧାନ‌ରୁ

ତାଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତାଳ+ସ୍ତ୍ରୀ. ଈ; ଳ ସ୍ଥାନରେ 'ଡ଼' ଆଗାମ)

[ସମ୍ପାଦନା]
୧. ତାଳ ଗଛ —୧. Palmyra tree.
୨. କର୍ଣ୍ଣର ଅଳଙ୍କାରବିଶେଷ; ତାଟଙ୍କ — ୨. A kind of earring.
୩. ବାହୁବଳୟବିଶେଷ; ତାଡ଼ — ୩. A kind of armlet.