ତାଡ଼ୁଆ
ଏକପ୍ରକାର ସେନାବ୍ୟୂହ — A peculiar battle-array.
ସେହି ସୈନ୍ୟରେ ଥିଲେ ଯେତେକ ଗଡ଼ୁଆ ଶହକରେ ଗୋଟିଏ କଲେ ସେ ତାଡ଼ୁଆ—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ
[ଦ୍ରଷ୍ଟବ୍ୟ —ପ୍ରକୃତ ଅର୍ଥ ଅବୋଧ୍ୟ, ଏ ଅର୍ଥ ଅନୂମାନସିଦ୍ଧ]