ତାଡ଼େଣି
ଅସ୍ତ୍ରବିଶେଷ — Name of a weapon.
[ଦ୍ରଷ୍ଟବ୍ୟ —ସାରଳା ଦାସଙ୍କ ମହାଭାରତରେ ବ୍ୟବହୃତ ଏହି ଶବ୍ଦରେ ପ୍ରକୃତ ଅର୍ଥ ଅବୋଧ୍ୟ]