Jump to content

ତାଡ଼୍ୟମାନ

ଉଇକିଅଭିଧାନ‌ରୁ

ତାଡ଼୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ତାଡ଼୍ୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତଡ଼ ଧାତୁ ଣିଜନ୍ତି ତାଡ଼ି ଧାତୁ+ କର୍ମ, ଅନ; ଯ ଓ ମର ଆଗମ)

[ସମ୍ପାଦନା]
୧. ବାଦ୍ୟମାନ; ଆହତ — ୧. Being beaten (as a drum).
୨. ପୀଡ଼୍ୟମାନ; ଯାହାକୁ ଦଣ୍ଡଦିଆ ଯାଉଅଛି — ୨. Being chastised or beaten; under. going beating.
୩. ଉତ୍ପୀଡ଼୍ୟମାନ —୩. Being oppressed or harassed.
୪. ଯାହାକୁ ବାରଂବାର ପ୍ରହାର କରା ଯାଉଅଛି — ୪. Being struck repeatedly.

ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଚର୍ମ ବାଦ୍ୟ; ଢକ୍କା; ଢୋଲ — A kind of drum.