ତାଡ଼ ଗଛ
ଦେଖଣା
ତାଡ଼ ଗଛ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ତାଡ଼ ପ୍ରକ୍ରିୟାଦ୍ୱାରା ଉତ୍ପାଦିତ ଗଛ — ୧. Trees raised from seedlings.
- ୨. ଯେଉଁ ଗଛର ମଞ୍ଜିକୁ ତାଡ଼ ପକାଇ ନୂଆ ଗଛ ଜନ୍ମାନ୍ତି — ୨. The trees, seeds from which produce well-grown and fruitful trees.
[ଦ୍ରଷ୍ଟବ୍ୟ —ଅତି ପାକଳ ବା ଡେଙ୍ଗା ସୂଫଳନ୍ତି ନଡ଼ିଆ ଓ ତାଳ ଆଦି ଗଛର ଫଳରୁ ତାଡ଼ପାଇଁ ମଞ୍ଜି ରଖାଯାଏ ମାତ୍ର ଗୁଆର ଅଳ୍ପ ବୟସ୍କ ବା ବାଙ୍ଗର ଗଛ ଫଳକୁ ମଞ୍ଜି ରଖାଯାଏ ]