ତାଡ଼ ଜମାଇବା
ଦେଖଣା
ତାଡ଼ ଜମାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାଡ଼ ଜମାଇବା
|
ଦେଶଜ - କ୍ରି.
[ସମ୍ପାଦନା]କୌଣସି ମଞ୍ଜିରୁ ତାଡ଼ି ବା ରୋପଣଯୋଗ୍ୟ ଚାରା ଉତାରିବା ଉଦ୍ଦେଶ୍ୟରେ ମଞ୍ଜିକୁ ମାଟିରେ ପୋତିବା — To sow seeds in the ground for the purpose of raising seedlings.
[ଦ୍ରଷ୍ଟବ୍ୟ —ନଡ଼ିଆ, ଗୁଆ ଆଦିର ମଞ୍ଜିକୁ ପ୍ରଥମେ ଭୂଇଁରେ ପୋତିଲେ ସେଥିରୁ ଗଜା ବାହାରେ ଗଜାମାନ ଟିକିଏ ବଢ଼ିଗଲେ ତାହା ଅନ୍ୟତ୍ର ରୋପିହୁଏ ନଡ଼ିଆ, ଗୁଆ ପୁଲାଙ୍ଗ ଆଦିର ଛୋଟ ଗଛକୁ 'ତାଡ଼' ଓ କୋବୀ ଆଦିର ଗଛକୁ ଚାରା କୁହାଯାଏ; ଧାନର ଏପରି ଗଛକୁ ତଳୀ ବୋଲାଯାଏ]