ତାଡ଼ ବାନ୍ଧିବା
ଦେଖଣା
ତାଡ଼ ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ତାଡ଼ ବା ଚାରା ଜନ୍ମାଇବା ପାଇଁ ଉପଯୁକ୍ତ ବୀଜ ସଂଗ୍ରହ କରିବା —To collect good seeds for raising seedlings.
ଡେଙ୍ଗା ନଡ଼ିଆ ବାଙ୍ଗର ଗୁଆ ଏହା ଠଉଁ ତାଡ଼ ବାନ୍ଧରେ ଛୁଆ କୃଷି ପ୍ରବଚନ
[ଦ୍ରଷ୍ଟବ୍ୟ —ବିଭିନ୍ନ ଶ୍ରେଣୀର ଗଛର ମଞ୍ଜିରୁ ଉତୁରା ହେବା କ୍ଷୁଦ୍ର ଗଛକୁ ଭିନ୍ନ ଭିନ୍ନ ନାମରେ ଡକାଯାଏ ଯଥା—କୋବି, ମୂଳା ପ୍ରଭୂତି କୋମଳ ଶାକର ଚାରା ଧାନ, ବାଇଗଣ, ମାଣ୍ଡିଆ, ଖଡ଼ା, ଲଙ୍କାମରିଚ, ସାରୁ କଖାରୁ, ଧୂଆଁପତ୍ର ପ୍ରଭୂତି କ୍ଷୁଦ୍ର ଶ୍ରେଣୀର ଗଳ୍ନର ତଳି ନଡ଼ିଆ, ଗୁଆ, ଆମ୍ୱ, ପୁଲାଙ୍ଗ, ଲେମ୍ୱୁ, କାଗଜୀ, ଚମ୍ପା, ନାଗେଶ୍ୱର, ବଉଳ, ଛୁରିଅନା ପ୍ରଭୂତି ବଡ଼ ବଡ଼ ବୃକ୍ଷର ତାଡ଼]