Jump to content

ତାଡ ପକାଇବା

ଉଇକିଅଭିଧାନ‌ରୁ

ତାଡ ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି ମଞ୍ଜିରୁ ଗଜା ବାହାରି ଚାରା ଗଛ ହେଲେ ତାହା ରୋଇବା ଉଦ୍ଦେଶ୍ୟରେ ମଞ୍ଜି ପୋତିବା ବା ଲଗାଇବା — ୧. To sow or bury seeds in the ground for the purpose of rearing seedlings.
୨. ଶଗଡ଼ର ଏକ ପାଖର ବଳଦ ଅପର ପାଖକୁ ଠେଲି ଠେଲି ଚାଲିବା —୨. (a bullock of a cart. To go on pushing to the opposite side)