Jump to content

ତାଣ୍ଡବ

ଉଇକିଅଭିଧାନ‌ରୁ

ତାଣ୍ଡବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତଣ୍ଡୂ= ମୂନିବିଶେଷ+ଚରନାର୍ଥେ. ଅ; ତଣ୍ଡୂ ମୁନି ନୃତ୍ୟପ୍ରଣାଳୀ ସ୍ରଷ୍ଟା)

[ସମ୍ପାଦନା]
୧. ନୃତ୍ୟ; ନାଟ — ୧. Dancing.
୨. ଉଦ୍ଦଣ୍ଡ ବା ଉଦ୍ଧତ ନୃତ୍ୟ; ହସ୍ତାପଦାର ସଞ୍ଚାଳନ ସହିତ ପୁରୁଷର ନୃତ୍ୟ —୨. A male's dancing accompanied with violent gesticulations.

[ଦ୍ରଷ୍ଟବ୍ୟ —ସ୍ତ୍ରୀଙ୍କ ନୃତ୍ୟକୁ ଲାସ୍ୟ ବୋଲାଯାଏ]

୩. ମହାଦେବଙ୍କର ଉଦ୍ଦଣ୍ଡ ନୃତ୍ୟ —୩. Frantic and ecstatic dance of Mahādeba.
୪. ତଣ୍ଡି; ତୃଣବିଶେଷ — ୪. A kind of reed; Saccharum Procerum; the porcupine grass.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭୀଷଣ କଳହ — ୧. Violent quarrel.
୨. ଯେଉଁ କଳହର ପକ୍ଷମାନେ ଅଙ୍ଗଭଙ୍ଗୀ କରନ୍ତି ୨. Quarrel accompanied with threatening postures of the bodies of the parties.