Jump to content

ତାଣ୍ଡବ ପ୍ରିୟ

ଉଇକିଅଭିଧାନ‌ରୁ

ତାଣ୍ଡବ ପ୍ରିୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତାଣ୍ଡବ+ପ୍ରିୟ; ବହୁବ୍ରୀହ)

[ସମ୍ପାଦନା]

ମହାଦେବ; ଶିବ —God Ṡiba.

ବିଶେଷଣ -

[ସମ୍ପାଦନା]

ଉଦ୍ଦଣ୍ଡ ନୃତ୍ୟପ୍ରିୟ — Fond of ecstatic dance.