Jump to content

ତାଣ୍ଡି

ଉଇକିଅଭିଧାନ‌ରୁ

ତାଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - କ୍ଳୀ (ତଣ୍ଡୂ=ମୂନିବିଶେଷ+ଇ)

[ସମ୍ପାଦନା]

ନୃତ୍ୟ ଶାସ୍ତ୍ର — The art or science of dancing.

(ଯଥା—ତଣ୍ଡୁମୁନି ନୃତ୍ୟକଳାର ଉଦ୍ଭାବକ ଥିବାର ପ୍ରସିଦ୍ଧ)

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -

[ସମ୍ପାଦନା]
୧. ବଡ଼ ପ୍ରାନ୍ତର ବା ପଡ଼ିଆ — ୧. a very large field; praire.

(ଗଞ୍ଜାମ) ===

୨. ଏକ ପ୍ରକାର ଗୁଡ଼ — ୨. A kind of molasses.