Jump to content

ତାତଗୁ

ଉଇକିଅଭିଧାନ‌ରୁ

ତାତଗୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ତାତ=ପିତା+ଗମ୍ ଧାତୁ+କର୍ତ୍ତ ଉ; ଯେ ପିତାଙ୍କ ପରି ମାନ୍ୟ)

[ସମ୍ପାଦନା]

ଖୁଡ଼ୁତା; କକେଇ; ଖୁଲ୍ଲତାତ; ପିତୃବ୍ୟ —Younger paternal uncle.