Jump to content

ତାତାର୍

ଉଇକିଅଭିଧାନ‌ରୁ

ତାତାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା) (ନାମ)

[ସମ୍ପାଦନା]

ମଧ୍ୟଆସିଆର ଦେଶବିଶେଷ; ତୁର୍କୀସ୍ଥାନ —Tartary; Tartar; Turkistan.

[ ଦ୍ର—ଏଥିର ଦକ୍ଷିଣରେ ପାରସ୍ୟ, ଅଫଗାନିସ୍ଥାନ, କାଶ୍ମୀର ଓ ତିବ୍ୱତ ଓ ଚୀନ ଦେଶମାନ, ପଶ୍ଚିମରେ କାସ୍ପିଆନ୍ ସାଗର, ଉତ୍ତରରେ ଆସିୟିକ ରୂସିଆ ଓ ପୂର୍ବରେ ମାଙ୍ଗୋଳିଆ ଓ ଚୀନ କେହି କେହି ମାଙ୍ଗୋଲିଆକୁ ତାତାରର ଅନ୍ତର୍ଗତ ବୋଲି କହନ୍ତି କେହି କେହି ମାଙ୍ଗୋଲିଆକୁ ବାଦ ଦିଅନ୍ତି ବୋଖାରା, ସମରକନ୍ଦ, ୟାରକନ୍ଦ, ଖୋଟାନ, ଖୋକନ ଏ ଦେଶର ପ୍ରଧାନ ନଗରମାନ ]