Jump to content

ତାତା ଥେଇ

ଉଇକିଅଭିଧାନ‌ରୁ

ତାତା ଥେଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ନାଟ ଓ ବାଦ୍ୟର ଉକୁଟ; ନାଟ ଓ ବାଦ୍ୟ କଲାବେଳେ ମୁହଁରେ ବୋଲାଯିବା ତାଳମାନସୁଚକ ଧ୍ୱନି —୧. The measures uttered in connection with singing and dancing.

ଅପସରାମାନେ ତା ଦେଖି ଗୀତ ଗାଇ ନୃତ୍ୟ ଆରମ୍ଭିଲେ ବୋଲିଣ ତାତାଥେଇ କୃଷ୍ଣସିଂହ. ମହାଭାରତ ବନ ଥ ଅକ୍ଷର ହୋଇଛି ତାତାଧିନା ଥେଇ ମୃଦଙ୍ଗ ବାଜୁଛି ଆଦ୍ୟ ସଞ୍ଚାରକୁ ପେଇ ପ୍ରାଚୀ, ବ୍ରହ୍ମନିରୁପଣଗୀତା

(ତାତାଥେ; ତାତାଥେଇ; ତାତାଥିନି; ତାତାଥୈ; ତାତା ଥେଇ ଥେଇ; ତାତା ଥିନିଥିନି; ତାତା ଥୈଥେ; ତାତାଧ୍ୱନ୍; ତାତାଧିନୀ ତାତାଧିନି; ଧିନ୍ଦ; ଧିନ୍ଦାକ୍; ତାତା ଧିନି ଧିନି; ତାତା ତାଧିନ; ତାତା ତାଧିନିତା; ତାତା ଧିନ୍ ଧିନ୍; ତାତା ଧିନଧିନା; ତାକ୍ ଧିନ୍ତା; ତାକ୍ ଧିନିତା; ତାତାଧିନା; ତାତାଧିନି; ତାତା ଧିନିତା; ତାତାଧିନା ଥେଇ—ଅନ୍ୟରୂପ)

୨. ବାଦ୍ୟ ଓ ତାଣ୍ଡବ ନୃତ୍ୟର ତାଳେ ତାଳେ ଚଳୁଥିବା ପଦତଳ ଓ କରତଳର ଧ୍ୱନ୍ —୨. Measured claps or steps at every heat or time of a dance or music; beating of time to music or dance.