ତାତା ନାଡ଼ି
ଦେଖଣା
ତାତା ନାଡ଼ି
ଉଚ୍ଚାରଣ
[ସମ୍ପାଦନା]=== ଗ୍ରାମ୍ୟ - ବିଶେଷ୍ୟ -
(ଶିଶୁ ରଞ୍ଜନ) 'ତାତାନାଡ଼ି' ବେଙ୍ଗ ଦେଲା ପାଡ଼ି ଏହା ବୋଲି ମାତାମାନେ ଶିଶୁମାନଙ୍କ ମୁଣ୍ଡରେ ଓ କାନମୁଣ୍ଡାରେ ମାଲପା ମାଲିସ୍ କରନ୍ତି —Part of a rhyme used by the mothers while annointing oil over the head and ears of a child in order to coax him and to get through the oiling smoothly.