Jump to content

ତାତି

ଉଇକିଅଭିଧାନ‌ରୁ

ତାତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତପ୍ତି)

[ସମ୍ପାଦନା]
୧. ଗରମି; ଉତ୍ତାପ; ତାପ — ୧. Heat; warmth.
୨. ଜ୍ୱର ଜନିତ ଦେହର ଉତ୍ତାପ — ୨. High temperature of body due to fever.
୩. ଅଗ୍ନି ଆଦିର ତେଜ; ଧାଁସ; ଝାଞ୍ଜି —୩. Glare; blaze.
୪. (ଲକ୍ଷଣାର୍ଥ) କ୍ରୋଧ —୪. Wrath, anger.

ସଂସ୍କୃତ - ବିଶେଷ୍ୟ -(ତାୟ୍ ଧାତୁ=ପାଳନ କରିବା+କର୍ମ. ତି)

[ସମ୍ପାଦନା]

ପୁତ୍ର (ହିନ୍ଦୀ - ଶବ୍ଦସାଗର) —Son.