Jump to content

ତାତିଲା

ଉଇକିଅଭିଧାନ‌ରୁ

ତାତିଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ସମ୍ୱଲପୁର) ବୈଦେଶିକ - ବିଶେଷ୍ୟ - (ଆରବୀ - )

[ସମ୍ପାଦନା]
୧. ଛୁଟି; ପଢ଼ା ବା କାର୍ଯ୍ୟରୁ ମିଳିବା ଅବସର — ୧. Vacation; holiday.
୨. କାର୍ଯ୍ୟ ରାହିତ୍ୟ — ୨. Stoppage or closing of work.



ତାତିଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତପ୍ତ)

[ସମ୍ପାଦନା]

ତାତଲା; ତତଲା; ଉତ୍ତପ୍ତ; ଗରମ — Hot; warm.

ଦୁଇ ଆଖି ତାତିଲା ତମ୍ୱା ପରି କରି, କହିଲେ ଏ ବଚନ ଉଚ୍ଚରେ ବିଚାରି କୃଷ୍ଣସିଂହ. ମହାଭାରତ. ସଭା