Jump to content

ତାତିଲ୍ କରିବା

ଉଇକିଅଭିଧାନ‌ରୁ

ତାତିଲ୍ କରିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବୈଦେଶିକ - କ୍ରି.

[ସମ୍ପାଦନା]

କଚେରୀଆଦିର କାମ ବନ୍ଦ କରିବା —To close a court or office.

(ଯଥା—ଜିଲ୍ଲା ହାକିମ ସନ୍ଧ୍ୟା ୭ଟାବେଳେ କଚିରି ତାତିଲ୍ କରି କୋଠିକୁ ଗଲେ )