Jump to content

ତାତି ପିଟିବା

ଉଇକିଅଭିଧାନ‌ରୁ

ତାତି ପିଟିବା

ଉଚ୍ଚାରଣ

[ସମ୍ପାଦନା]

ତାତି ବହିବା, ତାତି ବୋହିବାଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଝାଞ୍ଜି ପିଟିବା; ହେଙ୍ଗୁଳା ବୋହିବା; ଅତ୍ୟନ୍ତ ଉତ୍ତପ୍ତ ପବନ ବହିବା —The blowing of very hot blasts.

(ଯଥା—ବୈଶାଖ ମାସ ଦିପହରେ ପାହାଡ଼ତଳିଆ ଗାଆଁ— ମାନଙ୍କରେ ଭାରି ତାତି ପିଟେ )