Jump to content

ତାତୁଣିଆ

ଉଇକିଅଭିଧାନ‌ରୁ

ତାତୁଣିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତପ୍ତ)

[ସମ୍ପାଦନା]
୧. ତପ୍ତ; ଉତ୍ତପ୍ତ — ୧. Heated; hot; warm.
୨. ଯେଉଁ ବ୍ୟକ୍ତି ହଠାତ୍ ରାଗି ଯାଏ — ୨. Irritable; irascible; peevish.