Jump to content

ତାତେ ତାତେ

ଉଇକିଅଭିଧାନ‌ରୁ

ତାତେ ତାତେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ସମୟବାଚକ ଦ୍ୱିତ୍ୱ ପ୍ରୟୋଗ)(ସଂସ୍କୃତ - ତପ୍ତ)

[ସମ୍ପାଦନା]

ଶୀତଳ ନ ହେଉଣୁଁ; ତାତି ଥାଉଁ ଥାଉଁ; ତାତିଲା ଥାଉଁ ଥାଉଁ —While hot; while still hot.

(ଯଥା— ଲୁହାକୁ ତାତେ ତାତେ ନ ବାଡ଼େଇଲେ ତାହା ପିଟିଲେ ବଢ଼ିବ ନାହିଁ )