ତାତ୍ପର୍ଯ୍ୟ
ଦେଖଣା
ତାତ୍ପର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ତତ୍ପର=ସଚେଷ୍ଟ+ଭାବାର୍ଥେ. ଯ)
[ସମ୍ପାଦନା]- ୧. ଅଭିପ୍ରାୟ; ମର୍ମ; ଉଦ୍ଦେଶ୍ୟ; ସାରାଶଂ; ଅର୍ଥ; ଭାବାର୍ଥ —୧. Intention; purpose or meaning of a speaker; gist; scope; design.
- ୨. ତତ୍ପରତା —୨. Readiness.
- ୩. ତାରିଫ୍ ପଣିଆ — ୩. Beauty; grace; excellence.
(ଯଥା—ବୁଦ୍ଧିକ ତାତ୍ପର୍ଯ୍ୟ )
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ରମଣୀୟ; ସୁନ୍ଦର — ୧. Beautiful; graceful.
- ୨. ତାରିଫ୍; ଉତ୍କୃଷ୍ଟ —୨. Excellent.
- ୩. ଉପଯୁକ୍ତ —୩. fit; suitable.
- ୪. ମନକୁ ଚାହିଁ; ମନୋମତ — ୪. Gratifying; after one's heart or liking.
(ଯଥା—ଆଜି ତାତ୍ପର୍ଯ୍ୟ ଭୋଜନଟାଏ ମିଳିଲା )