Jump to content

ତାଦବସ୍ଥ୍ୟ

ଉଇକିଅଭିଧାନ‌ରୁ

ତାଦବସ୍ଥ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଦବସ୍ଥା=ସେହି ଅବସ୍ଥାଯୁକ୍ତ+ଭାବାର୍ଥେ. ଯ)

[ସମ୍ପାଦନା]

ସେହି ଅବସ୍ଥାରେ ରହିବାର ଭାବ; ତଦ୍ରୁପତା- Sameness; the state of remaining in the same codition; the state of retaining the previous condition.