Jump to content

ତାଦର୍ଥ୍ୟ

ଉଇକିଅଭିଧାନ‌ରୁ

ତାଦର୍ଥ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଦର୍ଥ+ତନ୍ନିମିତ୍ତ+ଭାବାର୍ଥେ. ଯ)

[ସମ୍ପାଦନା]
୧. ତଦର୍ଥତା; ଏକାଧିକ ବସ୍ତୁର ଉଦ୍ଦେଶ୍ୟ ଏକ ହୋଇ ଥିବା ଅବସ୍ଥା —୧. Indentity of object.
୨. ଅଭେଦ; ତତ୍ସ୍ୱରୁପତା — ୨. Sameness; identity.
୩. (ତଦର୍ଥ=ସେହି ଅର୍ଥ+ଭାବାର୍ଥେ. ଯ)—ଦୁଇ ଶବ୍ଦ ବା ବାକ୍ୟର ଏକାର୍ଥ ବୁଝାଇବାର ଅବସ୍ଥା — ୩. Similarity or identity of meaning of two words or sentences.