Jump to content

ତାଦୃକ୍

ଉଇକିଅଭିଧାନ‌ରୁ

ତାଦୃକ୍

ଉଚ୍ଚାରଣ

[ସମ୍ପାଦନା]

ଈଦୃକ୍, ଏତାଦୃକ୍ବିପରୀତ

(ତାଦୃଶୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ କ୍ଳୀ. (ତତ୍=ସେହି+ଦୃଶ୍ ଧାତୁ= ଦର୍ଶନ କରିବା+କର୍ମ. କ୍ୱିପ୍; ତତ୍ ସ୍ଥାନରେ ତା ଆଗମ; ତାଦୃଶ୍ ଶବ୍ଦ; ୧ମା. ୧ବ. ଯାହା ସେହିପରି ଦେଖା ଯାଏ)

[ସମ୍ପାଦନା]

ତଦ୍ରୂପ; ତଦ୍ୱିଧ; ସେହିପରି — Such; similar; identical; analogous.