ତାଦୃଶ
(ତାଦୃଶୀ—ସ୍ତ୍ରୀ)
(ଈଦୃଶ; ଏତାଦୃଶ—ବିପରୀତ)
ଏବଂଭୂତ; ତଦ୍ୱିଧ; ତାଦୃକ୍; ତାହାପରି; ସେହିପରି — Such; suchlike; similar to that.