ତାଧିଆ
ଦେଖଣା
ତାଧିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାଧିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନର୍ତ୍ତକ ବା ନର୍ତ୍ତକୀଙ୍କ ପଛରେ ବାଦ୍ୟ ବଜାଇବା ଲୋକ — ୧. A person walking behind a dancer and playing on a musical instrument.
- ୨. ନର୍ତ୍ତକୀ ନର୍ତ୍ତକୀଙ୍କର ତାଳ ଅନୁସାରେ ନୃତ୍ୟ — ୨. The rhythmic dancing of dancers.
ଦକ୍ଷିଣୀ ଚୌପଦୀ ଆଉ ଗୋଟିପୋ ତାଧିଆ ଶୁଣି ଶୁଣି କାନ ହୋଇ ଗଲାଣି ବଧିଆ—ଫକୀରମୋହନ. ଉତ୍କଳଭ୍ରମଣ