ତାନପୁରା
(ତାନପୁରି, ତମ୍ୱୁରା, ତାମ୍ୱୁରା—ଅନ୍ୟରୂପ)
ବୀଣା ଯନ୍ତ୍ର ବିଶେଷ — A kind of harp.
ପଠାଣ ଘର ତଲାକଦିଆ ମାଇକିନିଆଙ୍କ ପରି ତାନପୂରାଟା ଏବଂ ପଡ଼ିଆରେ ବାଇଜି ହାଣ୍ଡିପରି ତବଲା ଦୁଇଟା ଗଡ଼ୁଅଛି ଫକୀରମୋହନ. ଛମାଣାଠଗୁଣ୍ଠ