Jump to content

ତାନପୂରା

ଉଇକିଅଭିଧାନ‌ରୁ

ତାନପୂରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାନ+ପୂରା ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅ +ଆ; ଯେଉଁ ଯନ୍ତ୍ରର ଧ୍ୱନିଦ୍ୱାରା ଗାୟକର ସ୍ୱର ପୂର୍ଣ୍ଣ ହୁଏ)

[ସମ୍ପାଦନା]

ବୀଣାକୃତି ବାଦ୍ୟଯନ୍ତ୍ରବିଶେଷ; ତମ୍ୱୁରା; ତାମ୍ୱୁରା —A kind of harp.