Jump to content

ତାନା ମାନ

ଉଇକିଅଭିଧାନ‌ରୁ

ତାନା ମାନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଦ୍ୱହ; ସହଚର ଶବ୍ଦ; ସଂସ୍କୃତ - ତାନ+ମାନ)

[ସମ୍ପାଦନା]
୧. ଗୀତର ସ୍ୱରର ବିସ୍ତାର ଓ ସ୍ୱତ ପରିମାଣ; ଗୀତର ସ୍ୱରର ଆଳାପ ଓ ତାଳ ପକାଇବା; ସ୍ୱର ଓ ତାଳ — ୧. The tune and cadence of a song.

କରତାଳି ଦେଇ ଗୀତ ଗାଇ ଥିଲେ ଘୋର ଉଚ୍ଚ ତାନ ମାନ ନନ୍ଦକିଶୋର. ନିର୍ଝରିୟଣୀ

୨. ରାଗଅନୁସାରେ ଗାୟକର ବୋଲିବା ଗୀତ ଓ ବାଦକର ତଦନୁସାରେ ଦେବା ତାଳ —୨. The singing of a song to tune accompanied with the beating of time.
୩. (ଲକ୍ଷଣାର୍ଥ) କ୍ରୋଧଜନିତ ସ୍ୱର ଓ ଅଙ୍ଗଭଙ୍ଗୀ — ୩. (figurative) Angry voice accompanied with postures; paroxysm of rage with postures.