Jump to content

ତାନୁର

ଉଇକିଅଭିଧାନ‌ରୁ

ତାନୁର

ଉଚ୍ଚାରଣ

[ସମ୍ପାଦନା]

(ତାନୁର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ତନ୍ ଧାତୁ=ବିସ୍ତୃତ ହେବା+କର୍ତ୍ତୃ, ଉର)

[ସମ୍ପାଦନା]
୧. ଜଳର ଘୂର୍ଣ୍ଣା; ପାଣି ଭଉଁରୀ; ଆବର୍ତ୍ତ — ୧. Eddy; whirloop.
୨. ଘୂର୍ଣ୍ଣିବାୟୂ (ହିନ୍ଦୀ - ଶବ୍ଦସାଗର) —୨. Whirlwind.